
ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଡିଆଇଜି ଜେ.ଏନ୍ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଥିବା ଆଇପିଏସ୍ ଅଫିସର୍ ଆଶିଷ ସିଂହଙ୍କୁ ଅବକାରୀ କମିସନର ଭାବେ ନିଯୁକ୍ତ କରାଯିବା ପରେ ଶ୍ରୀ ପଙ୍କଜଙ୍କୁ ଅତିରିକ୍ତ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
The post ଜେ.ଏନ୍ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଦାୟିତ୍ବ first appeared on Sambad.
from ରାଜ୍ୟ – Sambad https://ift.tt/37ygXeI
0 Comments