ସ୍ନେହାଙ୍ଗିନୀ ବିଜେଡି ମହିଳା ସଭାନେତ୍ରୀ

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ବିଜେଡି ଆଜି ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମହିଳା ଶାଖା ସଭାନେତ୍ରୀ ଭାବେ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ। ଉଲ୍ଲେଖଥାଉକି, ପୂର୍ବରୁ ବିଜେଡିର ପ୍ରାୟ ସବୁ ପ୍ରମୁଖ ଶାଖାର ସଭାପତି ଚୟନ ସରିଥିଲା।

The post ସ୍ନେହାଙ୍ଗିନୀ ବିଜେଡି ମହିଳା ସଭାନେତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/351UXr9

Post a Comment

0 Comments