କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ପରଲୋକ

ସମ୍ବଲପୁର: କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ମୃତ୍ୟୁ। ଗତ ଦୁଇ ବର୍ଷ ଧରି ବିନୋଦ ବିହାରୀ ଜେଲଦଣ୍ଡ ଭୋଗୁଥିଲା। ପୂର୍ବରୁ ତା’ର ପକ୍ଷାଘାତ ହୋଇଥିବା ବେଳେ ଗତ ୨-୩ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା। ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

The post କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ପରଲୋକ first appeared on Sambad.

from ରାଜ୍ୟ | Sambad https://ift.tt/2PEQqGC

Post a Comment

0 Comments