
କଟକ: କଟକ ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ଆଜି ଏଠାରେ ଟିକା ନେବାକୁ ବହୁ ଲୋକ ଛିଡ଼ା ହୋଇଥିବା ବେଳେ କିଛି ଟିକା ଅନ୍ୟ ଗୋଟିଏ ଜାଗାକୁ ସ୍ଥାନାନ୍ତର କରଯାଇଥିଲା। ଏହି ସମୟରେ ସେଠାରେ ବହୁ ସମୟ ଧରି ଉପସ୍ଥିତ ଥିବା ଲୋକେ ଏହାକୁ ପ୍ରତିବାଦ କରିବା ସହ ଟିକାଦାନରେ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ କରିଥିଲେ।
ଘଟଣାସ୍ଥଳରେ ଲୋକଙ୍କ ପାଟିତୁଣ୍ଡ ବଢିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝଶୁଝା କରିଥିଲା।
The post ଟିକାଦାନରେ ଅନିୟମିତତା ନେଇ ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା first appeared on Sambad.from ରାଜ୍ୟ | Sambad https://ift.tt/3nneTww
0 Comments