ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ

ଭୁବନେଶ୍ବର: ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ। ନଭେମ୍ବର ମାସରେ କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର ଅଫିସ ବନ୍ଦ ରହିବ ବୋଲି ସୂଚନା ରହିଛି। ଏହି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସମ୍ପର୍କିତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

The post ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ first appeared on Sambad.



from ରାଜ୍ୟ – Sambad https://ift.tt/2TYDXwd

Post a Comment

0 Comments