କରୋନାରେ ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧିଙ୍କ ବିୟୋଗ

ବ୍ରହ୍ମପୁର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ‘ସମ୍ବାଦ’ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁ(୪୩)ଙ୍କ ବିୟୋଗ ଘଟିଛିI ସେ ବ୍ରହ୍ମପୁର ଉପକଣ୍ଠ କନିଷି ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛିI ସେ ୨୦୧୮ ମସିହାରୁ ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ I

The post କରୋନାରେ ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧିଙ୍କ ବିୟୋଗ first appeared on Sambad.

from ରାଜ୍ୟ | Sambad https://ift.tt/3nUH7iw

Post a Comment

0 Comments