କରୋନା ସଂକ୍ରମଣକୁ ନେଇ ଭୟଭୀତ ହେବାର ନାହିଁ : ଡିଏମଇଟି 

ଭୁବନେଶ୍ବର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହୁଛି ସଂକ୍ରମଣ। ଅର୍ଥାତ୍ ସମାନ୍ତରାଳ ଭଳି ସ୍ଥିତି ରହିଛି। କେତେବେଳ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି। ଗତକାଲି ୮ହଜାର ହୋଇଥିଲା। ଆଜି ଏହା ୭ହଜାର ପାଖାପାଖି ରହିଛି। ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ ବୋଲି ଡିଏମଇଟି କହିଛନ୍ତି।

ସେ କହିଛନ୍ତି, ଅନ୍ୟପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହୁଛି। କରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

The post କରୋନା ସଂକ୍ରମଣକୁ ନେଇ ଭୟଭୀତ ହେବାର ନାହିଁ : ଡିଏମଇଟି  first appeared on Sambad.

from ରାଜ୍ୟ | Sambad https://ift.tt/3eGO5DA

Post a Comment

0 Comments