ପ୍ରତ୍ୟେକ କ୍ଷେତ୍ରରେ ମହିଳା ନେତୃତ୍ୱ ସୃଷ୍ଟି କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଏଥିରେ ଉଲ୍ଲେଖ କରିଛନ୍ତି, ‘ମମତା, ମିସନ୍ ଶକ୍ତି, ନ୍ୟୁଟ୍ରିସନ୍ ବଜେଟ୍ ଏବଂ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣ ଆଦି କ୍ଷେତ୍ରରେ ମହିଳା ସଶକ୍ତିକରଣର ମୂଳଦୁଆ ପଡ଼ିଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ମହିଳା ନେତୃତ୍ୱ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ।

The post ପ୍ରତ୍ୟେକ କ୍ଷେତ୍ରରେ ମହିଳା ନେତୃତ୍ୱ ସୃଷ୍ଟି କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/3v3UfFi

Post a Comment

0 Comments