ବେଙ୍ଗାଲୁରୁରେ ଯାଜପୁର ଯୁଵକଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦଶରଥପୁର ବ୍ଲକର ପାଲଟପୁର ଗ୍ରାମର କୃଷ୍ଣ ରାଉତଙ୍କ ପୁଅ ଅନନ୍ତ କୁମାର ରାଉତ (୨୨) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ସେ କମ୍ପାନି ପରିସର ମଧ୍ୟରେ ରହୁଥିବା ଘରେ ରଶି ଲଗାଇଥିବା ତାଙ୍କ ସହଯୋଗୀ  ଅନନ୍ତଙ୍କ ପରିବାରକୁ ସୂଚନା ଦେଇଛନ୍ତି।

ମୃତ୍ୟୁ ଖବର ପାଇଁ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

The post ବେଙ୍ଗାଲୁରୁରେ ଯାଜପୁର ଯୁଵକଙ୍କ ଆତ୍ମହତ୍ୟା first appeared on Sambad.

from ରାଜ୍ୟ | Sambad https://ift.tt/3r62Nbv

Post a Comment

0 Comments