ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର : ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍‌ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢ଼ି ୭୪ ପଇସା ହୋଇଥିଲା ବେଳେ ଏକ୍ସପ୍ରେସ ବସ୍‌ ଭଡ଼ା ୭୬ ପଇସା ହୋଇଛି। ସେହିପରି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ଦୁଇ ପଇସା ବଢ଼ି ୧୦୭ରୁ ୧୦୯ ପଇସା ହୋଇଛି।

The post ବଢ଼ିଲା ବସ୍‌ ଭଡ଼ା first appeared on Sambad.



from ରାଜ୍ୟ – Sambad https://ift.tt/3ixKI3s

Post a Comment

0 Comments