
ଭୁବନେଶ୍ବର : ଚିଲିକାର ଉଦ୍ଭିଦ ଓ ପ୍ରାଣୀ ସମ୍ପଦ ଗଣନା ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୪ର୍ଥ ଥର ପାଇଁ ହେବାକୁ ଯାଉଥିବା ଏହି ଗଣନା କାର୍ଯ୍ୟରେ ୧୦୦ ଜଣ ବ୍ୟକ୍ତି ନିୟୋଜିତ ହେବେ। ତାହାକୁ ଦୃଷ୍ଟିରେ ରଖି ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚଳାଚଳ ବନ୍ଦ ରହିବ। ସମସ୍ତ ବୋଟ୍ ମାଲିକ ସଂଘ ଓ ପିଏଫ୍ସିଏସ୍ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।
The post ୧୫ରେ ଚିଲିକା ଉଦ୍ଭିଦ ସମ୍ପଦ ଗଣନା first appeared on Sambad.
from ରାଜ୍ୟ – Sambad https://ift.tt/3bB2Ms3
0 Comments