‘ସୋମାକ୍‌’ର ଆଡ୍‌ମିସନ୍‌ ତାରିଖ ଘୁଞ୍ଚିଲା

ଭୁବନେଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶ କ୍ରମେ ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ତ୍‌ କଲ୍‌ଚର‌୍‌’ର ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଡ୍‌ମିସନ୍‌ ତାରିଖ ଡିସେମ୍ବର ୨୪କୁ ଘୁଞ୍ଚାଇ ଦିଆଯାଇଛି। ଏ ସ˚ପର୍କିତ ଅଧିକ ବିବରଣୀ ପାଇଁ ଛାତ୍ରଛାତ୍ରୀମାନେ ୦୬୭୪-୨୫୬୧୧୪୯, ୨୫୬୨୨୫୯ କିମ୍ବା ୭୦୪୫୭୩୭୫୪୪, ୯୦୭୮୯୬୭୧୬୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ‘ସୋମାକ୍‌’ ଅଧୢକ୍ଷ ସୂଚନା ଦେଇଛନ୍ତି।

The post ‘ସୋମାକ୍‌’ର ଆଡ୍‌ମିସନ୍‌ ତାରିଖ ଘୁଞ୍ଚିଲା first appeared on Sambad.



from ରାଜ୍ୟ – Sambad https://ift.tt/37XziBc

Post a Comment

0 Comments