
ବିଜେପୁର: ବିଖ୍ୟାତ ଗୀତିକାର ତଥା କବି ଗୁଲଜାର ନିଜ ରଚିତ ପୁସ୍ତକରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସ୍ଥାନ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଲଜାରଙ୍କୁ ଧନ୍ୟବାଦ ଦେବା ସହିତ ହଲଧରଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ପାଇ ପଦ୍ମଶ୍ରୀ ହଳଧର ଉଭୟ ଗୁଲଜାର୍ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ପତ୍ର ଲେଖିଛନ୍ତି। ସୂଚନାଯୋଗ୍ୟ, ପଦ୍ମଶ୍ରୀ ହଲଧର ନାଗଙ୍କ କବିତାକୁ ଗୁଲଜାରଙ୍କ ଅନୂଦିତ କବିତା ସଂକଳନ ‘ଏ ପଏମ୍ ଏ ଡେ’ରେ ସ୍ଥାନ ପାଇଛି।
The post ଗୁଲ୍ଜାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପତ୍ର ପଠାଇଲେ ହଳଧର first appeared on Sambad.
from ରାଜ୍ୟ – Sambad https://ift.tt/37UBz1j
0 Comments