
କନକତୋରା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଅନ୍ତର୍ଗତ ଉପାନ୍ତ ୧୯ଖଣ୍ଡ ମୌଜା ଧୁଲୁଣ୍ଡାର ହୀରାକୁଦ ଜଳଭଣ୍ଡାରରୁ ଜଣେ ପକ୍ଷୀ ଶିକାରୀ ଗିରଫ ହୋଇଥିବାର ଖବର ମିଳିଛିା
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ବନ ବିଭାଗ ଅତର୍କିତ ଚଢ଼ଉ କରି ଦୁଇ ହଂସରେଳ ପକ୍ଷୀ ସହିତ ଶିକାରୀ ପ୍ରଦୀପ କାଲୋକୁ ଗିରଫ କରିଛି। ଜଳଭଣ୍ଡାର ମଧ୍ୟରୁ ବେଆଇନ ଭାବେ ପକ୍ଷୀ ଶିକାର ହେଉଥିବା ଅଞ୍ଚଳରେ ଚର୍ଚାର ବିଷୟ ହେଉଥିଲା।
The post ହୀରାକୁଦ ଜଳଭଣ୍ଡାରରୁ ଦୁଇ ପକ୍ଷୀ ଉଦ୍ଧାର, ଶିକାରୀ ଗିରଫ first appeared on Sambad.
from ରାଜ୍ୟ – Sambad https://ift.tt/3qEYVix
0 Comments