ନିଆଁ ଲାଗି ଜଳିଗଲା ଧାନମଡା ଯନ୍ତ୍ର

ସୁନ୍ଦରଗଡ: ଆଜି ସକାଳେ ଵାଲିଶଙ୍କରା ବ୍ଲକ୍ ରାମପୁର ପଞ୍ଚାୟତ ଧୁଡିନୂଆଗାଁରେ ଧାନମଡା ଯନ୍ତ୍ର ନିଆଁ ଲାଗି ଜଳି ଯାଇଛି। ରାସ୍ତାକଡ଼ରେ ଧାନ ମଡାଇବାବେଳେ ଅଚାନକ ଯନ୍ତ୍ରରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରି ନଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା।

The post ନିଆଁ ଲାଗି ଜଳିଗଲା ଧାନମଡା ଯନ୍ତ୍ର first appeared on Sambad.



from ରାଜ୍ୟ – Sambad https://ift.tt/3niBhpV

Post a Comment

0 Comments