ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ

ଭୁବନେଶ୍ୱର : ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ (୦୮୪୯୩/୦୮୪୯୪) ଏଣିକି ସବୁଦିନ ଚଳାଚଳ କରିବ। ଶୁକ୍ରବାରଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ପ୍ରତିଦିନ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ସକାଳ ୬ଟା ୩୦ରେ ଭୁବନେଶ୍ୱର ଛାଡ଼ୁଥିବା ବେଳେ ବଲାଙ୍ଗୀରରୁ ଅପରାହ୍ନ ୨ଟା ୪୫ରେ ଛାଡ଼ୁଛି।



from ରାଜ୍ୟ – Sambad https://ift.tt/3lMKE0U

Post a Comment

0 Comments