ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷ‌ା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ବୁଧବାର(ଆଜି) ଅପରାହ୍‌ଣ ସାଢ଼େ ୧୨ଟାରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀ https://ift.tt/1pMnV5n କିମ୍ବା https://ift.tt/1pMnV5n ୱେବ୍‌ସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରି‌ବେ। ଏଥିସହ ମୋବାଇଲ୍‌ ନମ୍ବର ୦୬୭୪-୨୩୦୦୯୧୪/୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରି‌ବେ। ସାମ୍ସର ଇ‌-ସ୍ପେସ୍‌ ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।



from ରାଜ୍ୟ – Sambad https://ift.tt/3h24tid

Post a Comment

0 Comments